NOTICE

Showing posts with label idream management college. Show all posts
Showing posts with label idream management college. Show all posts
June 28, 2025


 

ସୂର୍ଯ୍ୟ କିରଣରେ ଚାର୍ଜ ହେବ ସ୍ମାର୍ଟଫୋନ

January 07, 2019
image


ଆପଣଙ୍କ ସ୍ମାର୍ଟଫୋନକୁ ବାରମ୍ବାର ଚାର୍ଜ କରି ବିରକ୍ତ ହେୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର, ସ୍ମାର୍ଟଫୋନକୁ ଆଉ ସବୁବେଳେ ଚାର୍ଜ କରିବାକୁ ପଡିବ ନାହିଁ । ବୈଜ୍ଞାନକ ମାନେ ଏପରି ବ୍ୟାଟେରୀ ବିକଶିତ କରୁଛନ୍ତି, ଯେଉଁଠି ସ୍ମାର୍ଟଫୋନକୁ ବାରମ୍ବାର ଚାର୍ଜ କରିବା ପାଇଁ ପଡିବ ନାହିଁ । ଏହି ନୂଆ ବ୍ୟାଟେରୀ ଚାର୍ଜ ପାଇଁ ନିଜେ ଶକ୍ତି ସଂଗ୍ରହ କରିପାରିବ । ଲିଥିୟମ, ଆୟନ ବ୍ୟାଟେରୀ ଯୋଗୁଁ ସ୍ମାର୍ଟଫୋନ, ଟାବଲେଟ ଓ କମ୍ପ୍ୟୁଟର ପରି ମୋବାଇଲ ଉପକରଣ ବରାବର ଚାର୍ଜ କରିବାକୁ ପଡେ, କାରଣ ଏମାନଙ୍କ ବ୍ୟାଟେରୀ କ୍ଷମତା ସୀମିତ ଥାଏ ।
କାନାଡାର ମ୍ୟାକଗିଲ ବିଶ୍ୱବିଦ୍ୟରାଳୟର ପ୍ରଫେସର ଜର୍ଜ ପୀ ଡେମୋପୋଲେସ କହିଛନ୍ତି ସ୍ମାର୍ଟଫୋନ ସମେତ ଅନେକ ଉପକରଣକୁ ଚାର୍ଜ କରିବା ପାଇଁ ଆପଣଙ୍କୁ ଅଫିସ ନେଇ ଯିବାକୁ ପଡୋ ଏସବୁର ସମାଧାନ କରିଛନ୍ତି ତାଙ୍କର ଟିମ୍ । ଏହାସହ ଏହି ଉପକରଣ ଗୁଡିକୁ ଆପଣ ପ୍ରତିଦିନ ଚାର୍ଜ କରିବା ପାଇଁ ପଡିବ ନାହିଁ ବୋଲି ସେ କହିଛନ୍ତି । ଅନେକଥର ଏପରି ପରିସ୍ଥିତି ସୃଷ୍ଟି ହୁଏ ଯେଊଁଠି ଆପଣ ଠକି ସମୟରେ ଚାର୍ଜ କରିପାରନ୍ତି ନାହିଁ ।
ଏହି ଅସୁବିଧାକୁ ଦୂର କରିବା ପାଇଁ ପୋର୍ଟାବୁଲ ସୋଲାର ଚାର୍ଜର ବିକଶିତ କରାଯାଇଛି । କିନ୍ତୁ ଏହି ଉପକରଣ ତିଆରି ବେଳେ ଏକ ଅସୁବିଧା ସୃଷ୍ଟି ହୋଇଛି ,ଯାହା ହେଲା ଏହି ଉପକରଣକୁ ଛୋଟ ଆକାରରେ ତିଆରି କରିବା କଷ୍ଟ । ଏହି ସମସ୍ୟାର ସମାଧାନ ପାେଇଁ ବିଶେଜ୍ଞମାନେ ସିଙ୍ଗିଲ ଡିଭାଇସ ପାଇଁ କାମ କରୁଛନ୍ତି । ଏହି ଯନ୍ତ୍ର ସୂର୍ଯ୍ୟ କିରଣକୁ ଉପଯୋଗ କରି ଶକ୍ତି ସଂଗ୍ରହ କରିବାରେ ସକ୍ଷମ ହୋଇପାରିବ ।
 
Copyright © iDream Scrolling News Demo Website. , Developed With Love By iDream Management College Students